MuliaSmarak ମୂଳିଆସ୍ମାରକ

Nonprofit Organization Management - Brajrajnagar, Odisha, India

MuliaSmarak ମୂଳିଆସ୍ମାରକ Employees
Namita Sahu

Co-Founder & Philanthropist

Contact Namita Sahu

Contact All MuliaSmarak ମୂଳିଆସ୍ମାରକ Employees
MuliaSmarak ମୂଳିଆସ୍ମାରକ Senior Management
Namita Sahu

Co-Founder & Philanthropist

Contact Namita Sahu

Contact All MuliaSmarak ମୂଳିଆସ୍ମାରକ Employees
MuliaSmarak ମୂଳିଆସ୍ମାରକ Details

MuliaSmarak - Mulia Sahu Memorial Scholarshipମୂଳିଆସ୍ମାରକ - ମୂଳିଆ ସାହୁ ସ୍ମାରକ ଛାତ୍ରବୃତ୍ତିମୂଳିଆ ସ୍ମାରକ ହେଉଛି ସ୍ୱର୍ଗତ ଶ୍ରୀ ମୂଳିଆ ସାହୁଙ୍କ କନିଷ୍ଠ ପୁତ୍ର ଶ୍ରୀ ଦାମୋଦର ସାହୁଙ୍କ ଦ୍ୱାରା ତାଙ୍କ ଗାଁ ବେଲଗୁଣ୍ଠାରେ ସୁବିଧାରୁ ବଞ୍ଚିତ ପିଲା ମାନଙ୍କର ଶିକ୍ଷା ପାଇଁ ନିର୍ମିତ ଏକ ବ୍ୟକ୍ତିଗତ ସାମାଜିକ ଦାୟିତ୍ୱର ପ୍ରଚେଷ୍ଟା । ଏ ବିଷୟରେ ଅଧିକ ଜାଣିବା ପାଇଁ muliasmarak@gmail.com ଇ-ଡାକ ଠିକଣାରେ ଲେଖନ୍ତୁ।ସ୍ୱର୍ଗତ ଶ୍ରୀ ମୂଳିଆ ସାହୁଙ୍କ ବିଷୟରେ କିଛି -ସ୍ୱର୍ଗତ ଶ୍ରୀ ମୂଳିଆ ସାହୁ ବେଲଗୁଣ୍ଠା ଗ୍ରାମ, ଗୋପୀନାଥ ସାହି, ଜିଲ୍ଲା-ଗଞ୍ଜାମ, ଓଡ଼ିଶା - ୭୬୧୧୧୯ ରେ ଜଣେ କ୍ଷୁଦ୍ର ବ୍ୟବସାୟୀ ଥିଲେ। ବ୍ୟବସାୟରେ ମାନ୍ଦା ଅବସ୍ଥା ସତ୍ୱେ ସେ ସବୁସମୟରେ ସମାଜରେ ସମସ୍ତଙ୍କର ସାହାଯ୍ୟକାରୀ ଥିଲେ। ଗାଁରେ ସ୍ନେହରେ ତାଙ୍କୁ ସମସ୍ତେ "ମାମୁଁ" ବୋଲି ଡାକୁଥିଲେ।ଶ୍ରୀ ଦାମୋଦର ସାହୁ ମୂଳିଆସ୍ମାରକ ବିଷୟରେ କଣ କହନ୍ତି -ମୋ ପରିବାରର ସବୁଠୁ ସାନ ହେତୁ , ମୁଁ ପିତାମାତାଙ୍କର ସବୁଠୁ ଅଧିକ ସ୍ନେହ ପାଇଥିଲି। ମୋ ପିତାମାତା ଅତି ଶିକ୍ଷିତ ହୋଇନଥିଲେ ମଧ୍ୟ ମୋତେ ଶିକ୍ଷା ଦିଗରେ ପ୍ରେରିତ କରିଥଲେ ଓ ମୋ ଶିକ୍ଷା ପ୍ରକ୍ରିୟାକୁ ସମ୍ପୁର୍ଣ୍ଣ ସମର୍ଥନ କରିଥିଲେ। ମୋ ଛାତ୍ର ଜୀବନରେ ମୋ ପରିବାର ଆର୍ଥିକ କଷ୍ଟାବସ୍ଥା ସମୟରେ ମୋତେ ଆର୍ଥିକ ସାହାଯ୍ୟ କରିଥିବା ମୋ ଗାଁର ସୁଧୀଜନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରୁଛି। ମୋ ଗାଁ ବେଲଗୁଣ୍ଠାରେ ଆବଶ୍ୟକତା ଅନୁଭବ କରୁଥିବା ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷା ପାଇଁ ମୂଳିଆସ୍ମାରକ ମୋର ଏକ ବ୍ୟକ୍ତିଗତ ପ୍ରୟାସ।ଜୟ ମା ଠାକୁରାଣୀ ! ଜୟ ମା ସରସ୍ୱତୀ ! 🙏Mulia Sahu Memorial Scholarship-MuliaSmarak is a Personal Social Responsibility (PSR) initiative by his younger son Damodar Sahu to support on Education to the underprivileged students of his village -Bellaguntha.About Late Shree Mulia Sahu -Late Shree Mulia Sahu was a small time businessman of Gopinath Street of Bellaguntha, Dist. Ganjam, Odisha - 761119 (Ghumusar Area of Odisha). Though he was not doing well in his business but he was always helpful to others and society. He was often fondly called as "MAMU" - Uncle in his village.Please visit http://www.muliasmarak.org/ for details.

MuliaSmarak ମୂଳିଆସ୍ମାରକ logo, MuliaSmarak ମୂଳିଆସ୍ମାରକ contact details
Employees: 3
HQ:
Location: Brajrajnagar, Odisha, India
Revenue:
MuliaSmarak ମୂଳିଆସ୍ମାରକ Technologies
Load Balancers

Apache

CMS

WordPress.org

Fonts

Google Font API

Other

Mobile Friendly

CSS and JavaScript Libraries

Bootstrap Framework

View All Technologies Used At MuliaSmarak ମୂଳିଆସ୍ମାରକ

Contacting MuliaSmarak ମୂଳିଆସ୍ମାରକ: Connect with Executives and Employees

Get in Touch with MuliaSmarak ମୂଳିଆସ୍ମାରକ Executives and Employees

Connecting with MuliaSmarak ମୂଳିଆସ୍ମାରକ's Executives and Workforce

Accessing Contact Information for MuliaSmarak ମୂଳିଆସ୍ମାରକ Executives

Connecting with MuliaSmarak ମୂଳିଆସ୍ମାରକ: Reach Out to Their Team

Discover How to Contact MuliaSmarak ମୂଳିଆସ୍ମାରକ Executives and Staff

Looking to connect with MuliaSmarak ମୂଳିଆସ୍ମାରକ executives or employees?

Seeking to Get in Touch with MuliaSmarak ମୂଳିଆସ୍ମାରକ Executives or Staff?

Want to Reach Out to MuliaSmarak ମୂଳିଆସ୍ମାରକ Executives or Team Members?

In Search of Contact Details for MuliaSmarak ମୂଳିଆସ୍ମାରକ Professionals?

Connecting with MuliaSmarak ମୂଳିଆସ୍ମାରକ: Contacting Executives and Staff

Browse companies
A B C D E F G H I J K L M N O P Q R S T U V W X Y Z